logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉଁଡାବା
କ୍ରି. ତଳେ ପଡ଼ିଥିବା ଜିନିଷ ଗୋଟାଇବା

ଉଁଡ଼ିବା
କ୍ରି. (ପକ୍ଷୀ) ଡିଂବ ଉଷୁମାଇବା

ଉତ୍‌କା
ବି. ଉର୍ଦ୍ଧ୍ୱ ଗତିରେ ଡିଆଁ

ଉତ୍‌କାବା
କ୍ରି. (ଘାଆର ବକଳା ଭଳି) ଉପରର ବହଳ କଠିନ ଆସ୍ତରଣକୁ ଛଡ଼ାଇବା

ଉତ୍‌କିବା
କ୍ରି. ୧. ଚକଡ଼ା ଛାଡ଼ିବା, ତାୱାରେ ପିଠା ଲେଉଟାଇବା | ୨. ଲିପ୍ତ ହୋ‌ଇଥିବା ବସ୍ତୁ ବା ଲେପ ଛାଡ଼ିପଡ଼ିବା | ଦୃ : ସିମେଂଟ ପଲସ୍ତରାକେ ଉଦା ଥୁଡ଼େ ଦିନ୍ ନାଇଁ ରଖ୍‌ଲେ ଉତ୍‍କିପଡ଼୍‌ବା |୩.ଉର୍ଦ୍ଧ୍ୱ ଗତିରେ ଡିଆଁ ମାରିବା | ୪. ଯୌବନମରତା ପ୍ରଦର୍ଶନ କରିବା

ଉତ୍‌ରା
ବି. ଅବରୋହଣ

ଉତ୍‌ରାଇବା
କ୍ରି. (ଗାଈ) ଗର୍ଭଧାରଣ କରିବା

ଉତ୍‌ରିବା
କ୍ରି. ୧. କୌଣସି ବସ୍ତୁକୁ ଉଚ୍ଚ ସ୍ଥିତିରୁ ନିମ୍ନ ତ୍ସ୍ଥିତିରେ ଥୋ‌ଇବା | ୨. ନକଲ କରିବା

ଉତ୍‌ରାବା
କ୍ରି. ୧. ଓହ୍ଲାଇବା, ଅବରୋହଣ କରିବା | ୨. ତରଳ ପଦାର୍ଥ ଆଧାରରୁ ଉଛୁଳିପଡ଼ିବା

ଉତ୍‌ରିଯିବା
କ୍ରି. ଗର୍ଭପାତ ହେବା


logo