logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Correction
ସଂଶୋଧନ, ଭ୍ରମଶୁଦ୍ଧି

Corrective measures (=correctives)
ସଂଶୋଧନ କ୍ଷମ, ସଂଶୋଧନ କାରକ, ସଂଶୋଧକ

Correspondence
ପତ୍ର ବିନିମୟ, ଅନୁରୂପତା, ସଦୃଶତା

Correspondence course
ପତ୍ର ବିନିମୟ ପାଠ୍ୟକ୍ରମ

Correspondence portion
ପତ୍ର ବିନିମୟ ଭାଗ

Correspondent
ସମ୍ୱାଦଦାତା, ପତ୍ର ବିନିମୟକାରୀ, ନିୟମିତ ପତ୍ର ପ୍ରେରକ

Corresponding
ଅନୁରୂପ, ତତସମ୍ୱନ୍ଧୀ

Corrigendum
ଶୁଦ୍ଧିପତ୍ର

Corroborate
ସମର୍ଥନ କରିବା, ପ୍ରମାଣିତ କରିବା

Corroboration
ସଂପୁଷ୍ଟି, ପୋଷକତା, ସମର୍ଥନ, ପ୍ରମାଣୀ କରଣ


logo