logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୁଟୁମ୍ବ
୧. ଗୋତ୍ର l ୨. ଜ୍ଞାତି l ୩. ରକ୍ତ ଓ ବିବାହ ସମ୍ବନ୍ଧୀୟ ଆତ୍ମୀୟ l ୪. ବଂଶଧର l

କୁଠିଆ
କୋଠିଆ, ହଳିଆ, ଚାକର l

କୁଠିପଢ଼ା
ଅଣ ଆନୁଷ୍ଠାନିକ ଶିକ୍ଷା l

କୁଡ଼ା
ମାଟି ଖୋଳା କାମ କରୁଥିବା ଜାତି l

କୁଡାଳ
କୁରାଢି, ଟାଙ୍ଗିଆ, କୋଦାଳ l

କୁଡି
କୋଡି, କୋଦାଳ, ଫାଉଡ଼ା l

କୁଡିଆ
ଅତି ଛୋଟ ଓ ଅଳ୍ପ‌ଉଚ୍ଚ ଘର l

କୁଡୁଆ
ଅଭଡ଼ାହାଣ୍ଡି, ମହାପ୍ରସାଦ, ପାକ କରିବାର ମାଟିହାଣ୍ଡି l

କୁଡୁକା
ଅଣକ, ଡଙ୍କା l

କୁଡୁକି
ମାଟିର ସରା, ଖୁରି, ଛୋଟ ହାଣ୍ଡି, ରନ୍ଧା ହାଣ୍ଡି l


logo