logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Convention
ଲୋକାଚାରିକ, ସମ୍ମେଳନ, ଆନ୍ତଃରାଜ୍ୟ ଚୁକ୍ତି

Conventional
ଲୋକଚାରିକ, ପ୍ରଚଳିତ, ଗତାନୁଗତିକ, ପରଂପରାନୁମୋଦିତ

Conversant
ଅଭିଜ୍ଞ, ପରିଚିତ

Convert
ଧର୍ମାନ୍ତରିତ ବ୍ୟକ୍ତି, ପରିବର୍ତ୍ତନ କରିବା, ଧର୍ମାନ୍ତରଣ କରିବା

Converted leave
ପରିବର୍ତ୍ତିତ ଛୁଟି

Conveyance
ହସ୍ତାନ୍ତରଣ ପତ୍ର, ହସ୍ତାନ୍ତରଣ, ଯାନହାବାନ, ପ୍ରେରଣ

Conveyance allowance
ଯାନବାହନ ଭତ୍ତା

Conveyance deed
ହସ୍ତାନ୍ତରତା ବିଲେଖ

Conveyance expenses
ବାହାନ ବ୍ୟୟ

Convict
ଦୋଷୀ ପ୍ରମାଣିତ କରିବା, ଦଣ୍ଡିତ ଅପରାଧୀ, ସଜାପ୍ରାପ୍ତ ଆସାମୀ


logo