logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Consultative committee
ପରାମର୍ଶ କମିଟି

Consumable item
ଉପଭୋଗ୍ୟ ବସ୍ତୁ

Consume
ଉପଭୋଗ କରିବା, ବ୍ୟୟ କରିବା, ବିନଷ୍ଟ କରିବା, ଖାଇବା

Consumer's goods
ଖାଉଟି ମାଲ୍

Consumer forum/council
ଖାଉଟି ବିଚାର ସ୍ଥଳ, ଖାଉଟି ପରିଷଦ

Consumer orientation
ଖାଉଟି ପୂର୍ବିଭିମୂଖୀ କରଣ

Consumption
ବ୍ୟବହାର, ଉପଭୋଗ, ଯକ୍ଷ୍ମା ରୋଗ, କ୍ଷୟ ରୋଗ

Contact
ସଂସର୍ଗ, ସଂପର୍କ, ସ୍ପର୍ଶ, ଯୋଗାଯୋଗ ସ୍ଥାପନ କରିବା

Contact programme
ସଂସର୍ଗ କାର୍ଯ୍ୟକ୍ରମ, ସମ୍ପର୍କ କାର୍ଯ୍ୟକ୍ରମ

Contagious disease
ସାଂଗର୍ଗିକ ରୋଗ


logo