logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Conspicuous
ସୁପ୍ରକଟ, ବିବେଚନାଯୋଗ୍ୟ, ଧ୍ୟାନାକର୍ଷୀ

Conspiracy
ଷଡ଼ଯନ୍ତ୍ରକାରୀ ବ୍ୟକ୍ତି

Constant
ସ୍ଥିର, ଅଟଳ, ଅବିରତ

Constituency
ନିର୍ବାଚନ ମଣ୍ଡଳୀ

Constituent
ନିର୍ବାଚକ, ସଂଘଟକ

Constitution
ସଂବିଧାନ, ଗଠନ, ସଂଘଟନ, ଗଢ଼ଣ, ସଂସ୍ଥାପନ

Constraint
ବାଧ୍ୟବାଧ୍ୟତା

Construction
ନିର୍ମାଣ, ଗଠନ, ଅନ୍ୱୟ କରିବା

Consultant
ପରାମର୍ଶ କରିବା

Consultation
ପରାମର୍ଶ, ମନ୍ତ୍ରଣା


logo