logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

finite
ସସୀମ, ସୀମିତ, ପରିମିତ

finite multiplier
ପରିମିତ ଗୁଣକ

finite population
ପରିମିତ ସମୁଚ୍ଚୟ

fire claim accont
ଅଗ୍ନୀ ବୀମା ଦାବୀ ହିସାବ

fire claim account
ଅଗ୍ନି ବୀମା ଦାବୀ ଲେଖା

fire policy
ଅଗ୍ନୀ ବୀମା ପଲିସି

first audit
ପ୍ରଥମ ହିସାବ ସମୀକ୍ଷା

first lien bond
ପ୍ରଥମାଧିକାର ଯୁକ୍ତ ତମସୁକ/ବଣ୍ଡ୍

first line supervisor
ପ୍ରଥମ ପର୍ଯ୍ୟାୟ ତତ୍ତ୍ଵା ବିଧାରକ

first-in-first-out (FIFO)
କ୍ରୟ କ୍ରମମୂଲ୍ୟ ନିର୍ଦ୍ଧାରଣ ପ୍ରଣାଳୀ


logo