logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Competition
ପ୍ରତିଯୋଗିତା

Competitive examination
ପ୍ରତିଯୋଗିତାମୂଳକ ପରୀକ୍ଷା

Compilation
ସଙ୍କଳନ

Complaint
ଫରିଆଦ, ଫେରାଦ, ଅଭିଯୋଗ, ଆପତ୍ତି

Complaint book
ଅଭିଯୋଗ ପୁସ୍ତିକା

Complement
ପୁରକ

Complementary
ପରିପୂରକ, ପରସ୍ପରକୁ ସମର୍ଥନ କରୁଥିବା

Complete
ସମାପ୍ତ କରିବା, ପୂର୍ଣ୍ଣ କରିବା, ସମାପ୍ତସ ସଂପୂର୍ଣ୍ଣ

Completion certificate
ସମାପ୍ତି ପ୍ରମାଣପତ୍ର

Compliance
ଅନୁପାଳନ, ଆଦେଶ ପାଳନ


logo