logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

nominal accounts (=fictitions accounts)
ଆୟ-ବ୍ୟୟ ସୂଚକ ହିସାବ, ନାମକୁ ମାତ୍ର ହିସାବ, କାଳ୍ପନିକ ହିସାବ

nominal capital
ପ୍ରାଧିକୃତ ପୁଞ୍ଜି

nominal cost
ନାମ ମାତ୍ର ପରିବ୍ୟୟ

nominal expenditure
ନାମମାତ୍ର ଖର୍ଚ୍ଚ

nominal ledger
ଆୟ-ବ୍ୟୟ ଖତିୟାନ

nominal value
ଅଙ୍କିତ ମୂଲ୍ୟ, ସମମୂଲ୍ୟ

nomination
ମନୋନୟନ

nominee
ମନୋନୀତ ବ୍ୟକ୍ତି

non bailable
ଜାମିନ ବିହୀନ

non commercial
ଅଣ-ବାଣିଜ୍ୟିକ


logo