logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Commit
କରିବା, ପ୍ରତିଶ୍ରୁତିବଦ୍ଧ ହେବା, ନ୍ୟସ୍ତ କରିବା, ସୁପର୍ଦ୍ଦ କରିବା

Commitment
ସୁପର୍ଦ୍ଦ, ଅଙ୍ଗୀକାର

Commodity
ପଣ୍ୟଦ୍ରବ୍ୟ, ଦ୍ରବ୍ୟ

Common
ସାଧାରଣ, ଜଣାଶୁଣା, କୋଠା, ଗୋଷ୍ଠୀଗତ

Communal
ସାମ୍ପ୍ରଦାୟିକ

Communal harmony
ସାଂପ୍ରଦାୟିକ ସଦ୍ଭାବ

Communicate
ଜଣାଇ ଦେବା, ସଂସୂଚିତ କରିବା, ସମ୍ବାଦ ଦେବା

Communication
ଯୋଗାଯୋଗ, ସଂସୂଚନା, ସଂସୂଚନା ପତ୍ର, ଭାବର ଆଦାନପ୍ରଦାନ

Communication gap
ସମ୍ବାଦ ସଂପ୍ରେକ୍ଷଣ ଅଭାବ

Communique
ସରକାରୀ ବିଜ୍ଞପ୍ତି/ଇସ୍ତାହାର


logo