logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Command
ହୁକୁମ, ସମାଦେଶ, ଅକ୍ତିଆର, ସମାଦେଶ ଦେବା

Commemoration
ସ୍ମୃତି ଉତ୍ସବ, ସ୍ମାରକୀ ଉତ୍ସବ

Commendable
ପ୍ରଶଂସନୀୟ

Commensurate
ସମାନୁପାତିକ

Commentary
ଭାଷ୍ୟ, ବିବରଣୀ

Comments
ଟିପ୍ପଣୀ

Commerce
ବାଣିଜ୍ୟ

Commercial break
ବିଜ୍ଞାପନ ଅନ୍ତରାଳ

Commission
ଆୟୋଗ, ନ୍ୟସ୍ତକର୍ମ, କମିଶନ, କରଣ, ପରୁଆନା, ପ୍ରାଧିକୃତ କରିବା

Commissioning
ଚାଲୁ କରବା


logo