logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Charity
ଦାନଶୀଳତା, ଖଇରାତ

Chart
ଚାର୍ଟ, ତଥ୍ୟ ଫର୍ଦ୍ଦ, ଚାର୍ଟ ତିଆରି କରିବା, ନକ୍ସା କରିବା

Charter
ସନ୍ଦନ, ଭଡାରେ ନେବା

Chasis number
ଚେସିସ ସଂଖ୍ୟା

Cheating
ଠକେଇ, ପ୍ରତାରଣା

Check
ଯାଞ୍ଚ କରିବା, ଗତିରୋଧ କରିବା, ଦବାଇବା, ଗତିରୋଧ, ଯାଞ୍ଚ, ତନଖି

Check list
ଜାଂଚ ସୂଚୀ

Check post
ତନଖି ଘାଟି, ଯାଞ୍ଚ ଘାଟି

Chemist
ରସାୟନବିଦ୍, ଔଷଧ ବିକ୍ରେତା

Cheque
ଚେକ୍, ଧନାଦେଶ ପତ୍ର


logo