logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Chamber of commerce
ବଣିକ ମଣ୍ତଳ

Change
ପରିବର୍ତ୍ତନ, ଖୁଚୁରା, ସ୍ଥାନ ପରିବର୍ତ୍ତନ, ବିନିମୟ

Chaos
ଅବ୍ୟବସ୍ଥା, ଅରାଜକତା

Chapter
ଅଧ୍ୟାୟ

Character assassination
ଚରିତ୍ର ସଂହାର

Character certificate
ଚରିତ୍ର ପ୍ରମାଣପତ୍ର

Charge
ଭାର, ଚାର୍ଜ, ଆକ୍ରମଣ, ଦୋଷାରୋପ, ଦେୟ, ପରାମର୍ଶ, ଭରିବା, ଦେୟ ତଲବ କରିବା, ଆକ୍ରମଣ କରିବା, ଭାର ଦେବା, ପରାମର୍ଶ ଦେବା

Charge over property
ସଂପତ୍ତି ଉପରେ ପ୍ରଭାର

Charge sheet
ଦୋଷାରୋପ ଫର୍ଦ୍ଦ, ଚାର୍ଜସିଟ୍

Charitable
ଦାତବ୍ୟ


logo