logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Certification
ପ୍ରମାଣନ, ପ୍ରମାଣୀକରଣ

Certified copy
ପ୍ରମାଣୀକୃତ ନକଲ

Certify
ପ୍ରମାଣନ କରିବା

Cess
ଉପ-କର, ସେସ୍

Cessation
ବିରତି, ସମାପ୍ତି, ଅବସାନ

Chain
ଜଞ୍ଜିର, ଚେନ୍, ଜରିବ, ଶୃଙ୍ଖଳ

Chairman/chairperson
ସଭାଧ୍ୟକ୍ଷ, ଚେୟାରମ୍ୟାନ୍, ମୂଖ୍ୟ, ଆଧ୍ୟକ୍ଷ

Challan
ଚାଲାନ

Challenge
ଆହ୍ୱାନ କରିବା, ଆପତ୍ତି କରିବା, ଆହ୍ୱାନ, ଆପତ୍ତି

Chamber
କକ୍ଷ, କୋଠରୀ, ଚାମ୍ୱର, ସଭାଗୃହ, ସଂଗଠନ


logo