logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Centre
କେନ୍ଦ୍ର, ମଧ୍ୟବର୍ତ୍ତୀ, କେନ୍ଦ୍ରସ୍ଥ

Century
ଶତାଦ୍ଦୀ

Cereal
ଧାନ ଆଦି ଶସ୍ୟ

Cerealist
ଧାନ୍ୟବିଦ୍

Ceremonial parade
ସମାରୋହ ପେରେଡ୍

Ceremony
ସମାରୋହ, ଉତ୍ସବ, ଅନୁଷ୍ଠାନ, ଆଡ଼ମ୍ୱର, ଶିଷ୍ଟାଚାର

Certificate
ପ୍ରମାଣପତ୍ର, ସାର୍ଟିଫିକେଟ୍

Certificate of fitness
ଆରୋଗ୍ୟ ପ୍ରମାଣପତ୍ର

Certificate of posting
ଡାକ ପ୍ରେରଣ ପ୍ରମାଣପତ୍ର

Certificate of service
ସେବା ପ୍ରମାଣପତ୍ର


logo