logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Caution money
ଜମାନତ ଧନ

Cease fire
ଯୁଦ୍ଧ ବିରତି

Ceiling (as of `price`)
ଛାତତଳ, ସିଲିଂ, ସର୍ବୋଚ୍ଚ ସୀମା,ଉ

Celebration
ଉତ୍ସବ, ଉତ୍ସବ ପାଳନ, ସମାରୋହ

Cell phone
ସେଲ ଫୋନ

Censor
ଦୋଷ ବିଚାରକ, ସେନ୍ସର, ଆପତ୍ତିଜନକ ବିଷୟ ଯାଞ୍ଚ କରିବା

Censure
ନିନ୍ଦା, ନିନ୍ଦା କରିବା

Censure motion
ନିନ୍ଦା ପ୍ରସ୍ତାବ

Census
ଜନଗଣନା

Central cess
କେନ୍ଦ୍ରୀୟ ଉପକର


logo