logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

year of harvest
ଅମଳ ବର୍ଷ, ଫସଲ ଅମଳ ବର୍ଷ

year to year
ବର୍ଷକୁ ବର୍ଷ

year's purchase
ବର୍ଷକର କ୍ରୟ

yearly arrivals
ବାର୍ଷିକ ଆଗମନ, ବାର୍ଷିକ ଆଗତ ବସ୍ତୁ

yearly renewable
ବାର୍ଷିକ ନବୀକରଣୀୟ

yearly renewable term insurance
ବାର୍ଷିକ ନବୀକରଣୀୟ ଅବଧି/ମିଆଦୀ ବୀମା

yellow pages
ପୀତ ପତ୍ର

yen
ଜାପାନର ମୁଦ୍ରା

yield
ଉପଜ, ଆୟ, ପ୍ରାପ୍ତି, ଅର୍ଜନ

yield ratio
ପ୍ରତିଫଳ ଅନୁପାତ


logo