logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Casual
ସାମୟିକ, ନୈମିତ୍ତିକ, ଆକସ୍ମିକ, ସାଧାରଣ, ଅପ୍ରତ୍ୟାଶିତ

Casual labour
ସାଧାରଣ ଶ୍ରମିକ

Casual leave
ନୈମିତ୍ତିକ ଛୁଟି, ସାମୟିକ ଛୁଟି

Casualty
ହତାହତ ବ୍ୟକ୍ତି, ଆହତ ବ୍ୟକ୍ତି, ଆପାତ ଚିକିତ୍ସା

Casual vacancy
ସାମୟିକ ଶୂନ୍ୟତା

Catalogue
ତାଲିକା

Categorical
ନିରପେକ୍ଷ, ସର୍ତ୍ତବିହୀନ, ପ୍ରାଞ୍ଜଳ

Category
ବର୍ଗ, ବିଭାଗ, ଜାତି

Catering service
ଖାନ ପାନ ସେବା

Caution
ସାବଧାନତା, ସତର୍କତା, ଚେତାବନୀ, ଜମାନତ


logo