logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Carrying cost
ରଖରଖାବ ମୂଲ୍ୟ

Carry over
ଆଗକୁ ନେବା

Cartage
ଶଗଡ଼ ଭଡ଼ା

Case
ମାମଲା, ଅବସ୍ଥା, ବିଷୟ, ପେଡ଼ି ଖୋଳ, ଚିକିତ୍ସାଧୀନ ବ୍ୟକ୍ତି, ରୋଗ ଦଶା

Case study
କେସ ଅଧ୍ୟୟନ

Cash
ନଗଦ, ରୋକଡ଼, ଜମାଖର୍ଚ୍ଚ ପତ୍ର

Cash balance
ରୋକଡ ଅବଶେଷ, ଜମାଖର୍ଚ୍ଚ ଅବଶେଷ

Cash book
ରୋକଡ଼ ବହି, ଜମାଖର୍ଚ୍ଚ ବହି

Cash card
ନଗତ ପତ୍ର

Cash certificate
ରୋକଡ ପ୍ରମାଣପତ୍ର, ଜମାଖର୍ଚ୍ଚ ପତ୍ର


logo