logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Capital expenditure
ପୁଂଜିଗତ ବ୍ୟୟ

Capital punishment
ମୃତ୍ୟୁଦଣ୍ଡ

Capitation fee
ମୁଣ୍ତ ପିଛା ଫିସ୍

Capture
ପକଡ଼ିବା, ଧରିବା, କରଗତ କରିବା, ବନ୍ଦୀ କରିବା

Care
ସାବଧାନତା, କାତିର, ହେପାଜତ, ଯତ୍ନ

Career
ବୃତ୍ତି, ବୃତ୍ତିକ୍ରମ, ଜୀବନ, କ୍ୟାରିଅର

Career development
ଜୀବିକା ବିକାସ

Caretaker government
କାମଚଳା ସରକାର

Carried forward (c/f)
ଅପ୍ର ପ୍ରେକ୍ଷଣ

Carry forward
ଆଗକୁ ନେଇଯି ବା, ଅପ୍ରସଂପ୍ରେକ୍ଷଣ


logo