logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Scheme
ପରିକଳ୍ପନା, ଯୋଜନା, ପେଞ୍ଚ, ପରିକଳ୍ପନା କରିବା, ଯୋଜନା କରିବା, ଷଢ଼ଯନ୍ତ୍ର କରିବା

Scholarship
ବିଦ୍ୟାବୃତ୍ତି, ବଦ୍ ବତ୍ତା

Scientific management
ବିଦ୍ୟାଭଭିମାନୀ

Scope
ଅବକାଶ, ପରିସର, କାର୍ଯ୍ୟକ୍ଷେତ୍ର

Score
କୋଡ଼ିଏ, ହେତୁ, ଗଣନା, ପ୍ରାପ୍ତ ଅଙ୍କ, ଆଞ୍ଚୁଡ଼ା, କାଟିଦେବା, ରେଖା ଟାଣିବା, ପ୍ରାପ୍ତ ହେବା, (ଗୋଲ) ଦେବା

Score out
କାଟି ଦେବା

Scrap value
ରଦ୍ଦି ମୂଲ୍ୟ

Screening
ଚଳଚିତ୍ର ପ୍ରଦର୍ଶନ, ତଲାସ, ବଛାବଛି, ନିର୍ବାଚନ

Screening committee
ଅନୁସନ୍ଧାନ ସମିତି, ଜାଞ୍ଚ ସମିତି

Script
ଲିପି, ହାତଲେଖା, ଆଲେଖ, ପରୀକ୍ଷାର୍ଥୀର ଉତ୍ତର ଖାତା


logo