logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Campus interview
ପରିସର ସାକ୍ଷାତକାର

Cancel
ରଦ୍ଦ କରିବା, ବାତିଲ କରିବା

Cancellation
ରଦ୍ଦକରଣ, ବାତିଲ, ରହିତ,ପ୍ରତ୍ୟାହାର

Candidate
ପ୍ରାର୍ଥୀ, ପରୀକ୍ଷାର୍ଥୀ

Candidature
ପ୍ରାର୍ଥିତ୍ୱ

Canvassing
ଭୋଟ ପ୍ରାର୍ଥନା, କୁହାପୋଛା

Capability
ପାରଙ୍ଗମ, ଦକ୍ଷତା, ସାମର୍ଥ୍ୟ

Capable
ପାରଙ୍ଗମ, ସମର୍ଥ, ଦକ୍ଷ, ପରିବାର

Capacity
ଧାରଣ ଶକ୍ତି, ବୈଧାନିକ ଦକ୍ଷତା, ଉତ୍ପାଦନ କ୍ଷମତା

Capital
ରାଜଧାନୀ, ପୁଞ୍ଜି, ମୂଳଧନ, ମୁଖ୍ୟ, ପ୍ରଧାନ, ବଡ଼, ମାରାତ୍ମକ, କ୍ଷତିକାରକ


logo