logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Brought forward (b/f)
ଅଗ୍ରେନୀତ

Budget allocation
ବଜେଟ ବଣ୍ଟନ

Bugetary control
ବଜେଟ ନିୟନ୍ତ୍ରଣ

Budget estimate
ବଜେଟ୍ ଅଟକଳ, ଆୟବ୍ୟୟ ଅଟକଳ

Budget provision
ବଜେଟ୍ ବ୍ୟବସ୍ଥା

Building
କୋଠା, ଭବନ, ନିର୍ମାଣ କରିବା, ଆସ୍ଥା ରଖିବା

Bulk
ସ୍ଥୂଳ ଫରମାସ

Bulk purchase
ସମୂହ କ୍ରୟ,ମୋଟା ଆକାରର ଖରିଦ

Bulletin
ଇସ୍ତାହାର, ବୁଲେଟିନ୍

Bumper crop
ପ୍ରଚୁର ଫସଲ


logo