logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Book value
ଖାତାମୂଲ୍ୟ

Booth
ପଲ୍ଲା, ବୁଥ୍, ବିଶେଷ ଉଦ୍ଦେଶ୍ୟରେ ତିଆରି ଅସ୍ଥାୟୀ ଘର

Booth capturing
ବୁଥ ଅକ୍ତିୟାର

Border allowance
ସୀମା ଭତ୍ତା

Border line
ସୀମାରେଖା

Borrower
ଧାରକର୍ତ୍ତା, ଧାରକ

Borrowing power
ଉଧାର ନେବା ଶକ୍ତି

Boss
ମୁନିବ, ହାକିମ, କର୍ତ୍ତା, ପ୍ରଭୁତ୍ୱ ଜାରି କରିବା

Bottleneck
ଅନ୍ତରାୟ, ବାଧା

Bracket
ବନ୍ଧନୀ, ନାଗଦନ୍ତ, ବ୍ରାକେଟେ, ବନ୍ଧନୀରେ ରଖିବା


logo