logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Bogus voucher
ନକଲି ଭାଉଚର, ନକଲି ପ୍ରାପ୍ତି ସୁଚକ ରସିଦ

Bonafides
ସାଧୁତା, ଅକପଟତା

Bond
ତମସୁକ,ବନ୍ଧପତ୍ର, ମୁଚାଲିକା, ବଣ୍ତ, ଅଙ୍ଗୀକାର ପତ୍ର

Bonded labour
ବେଠିଆ, ବନ୍ଧକ ଦାସ, ଗୋତି ଶ୍ରମିକ

Bonus
ବୋନସ, ଅଧିଲାଭ

Booking office
ଟିକଟ ଘର

Book-keeper
ହିସାବ ରକ୍ଷକ

Book-keeping
ହିସାବ ଲେଖନ

Booklet
ପୁସ୍ତିକା

Book of reference
ସଦର୍ଭ ଗ୍ରନ୍ଥ, ସଂଦର୍ଭ ପୁସ୍ତକ


logo