logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Blood relations
ରକ୍ତସଂପର୍କ

Blue collar job
କାୟିକ କାର୍ଯ୍ୟ

Blueprint
ପକ୍କା ନକ୍ସା, ନୀଳ ଛାପା, ପ୍ରତିଚିତ୍ର

Bluff
ଭୁରୁଡ଼ି, ଭୁରୁଡ଼ି ମାରିବା, ଫାଙ୍କିବା

Board
ମଣ୍ତଳୀ, ବୋର୍ଡ, ଭୋଜନ, ପଟା, ଫଳକ, ସମିତି, ପରିଷଦ

Boarding and lodging
ରୋଜନ ଏବଂ ଆବାସ

Board of directors
ନିର୍ଦ୍ଦେଶକ ମଣ୍ତଳୀ, ପରିଚାଳନା ମଣ୍ତଳୀ

Board of revenue
ରାଜସ୍ୱବୋର୍ଡ, ରାଜସ୍ୱ ପରିଷଦ

Body
ଶରୀରସ ନିକାୟ, ମୁଖ୍ୟାଂଶ

Bodyguard
ଅଙ୍ଗରକ୍ଷୀ, ଦେହରକ୍ଷୀ


logo