logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

queue
ଧାଡ଼ିରେ ଠିଆହେବା, କ୍ରମ ଧାଡ଼ି

quick
ଦ୍ରୁତ, ତ୍ଵରିତ

quick asset (=liquid asset)
ତତ୍କାଳ ପରିସମ୍ପତ୍ତି/ତ୍ଵରିତ୍‌ ପରିସମ୍ପତ୍ତି

quick mail service
ଦ୍ରୁତ/ତ୍ଵରାନ୍ଵିତ ଡ଼ାକସେବା

quick ratio
ତ୍ଵରିତ ଅନୁପାତ

quick yielding project
ଶୀଘ୍ର ଫଳଦାୟୀ ପ୍ରକଳ୍ପ

quid pro quo
ପ୍ରତିଦାନ, ପ୍ରତିଫଳ

quinquennial
ପଞ୍ଚ ବାର୍ଷିକୀ/ପାଞ୍ଚବର୍ଷକିଆ

quire
ଦିସ୍ତା

quiz
କୂଟପ୍ରଶ୍ନ, କୁଇଜ୍‌


logo