logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

on order' section
ଆଦେଶ ପୂର୍ତ୍ତି ପ୍ରଭାଗ

on presentment
ଉପସ୍ଥାପନା ପରେ, ଦାଖଲ ମାତ୍ରେ

on-line traffic
ମାର୍ଗୀୟ ଯାତାୟାତ

one price policy
ଏକ ଦର ନୀତି

one price shop
ଏକ ଦର ଦୋକାନ

onerous
ଦୁର୍ବହ, ଦୁଃସହ

onerous prosperty
ପ୍ରଭାରଗ୍ରସ୍ତ ସମ୍ପତ୍ତି

onus of proof
ପ୍ରମାଣ ଦାୟିତ୍ଵ/ଭାର

open account
ଖୋଲା ହିସାବ

open certificate
ଖୋଲା ପ୍ରମାଣପତ୍ର


logo