logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

fascimile signature
ପ୍ରତିକୃତି ହସ୍ତାକ୍ଷର, ସ୍ଵାକ୍ଷର

fascimile signature
ପ୍ରତିରୂପ, ଅବିକଳ ନକଲ

fashion show
ବେଶପୋଷାକ ପ୍ରଦର୍ଶନ

fast mover
ଦ୍ରୁତ ବିକ୍ରୟ ବସ୍ତୁ

fatal accident
ମରଣାନ୍ତକ ଦୁର୍ଘଟଣା

favourable
ଅନୁକୂଳ

favourable balance of trade
ଅନୁକୂଳ ବାଣିଜ୍ୟ ବଳକା

favourable exchange rate
ଅନୁକୂଳ ବାଣିଜ୍ୟ ମୁଦ୍ରା ବିନିମୟ ଦର

favourable mortality
ଅନୁକୂଳ ମୃତ୍ୟୁହାର

fax
ଫ୍ୟାକ୍ସ


logo