logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Final
ଚୂଡ଼ାନ୍ତ, ଅନ୍ତିମ, ଶେଷ

Finance
ଅର୍ଥ, ଅର୍ଥ ବ୍ୟବସ୍ଥା, ଅର୍ଥ ବ୍ୟବସ୍ଥା କରିବା, ମୂଳଧନ ଯୋଗାଇବା

Financial
ବିତ୍ତୀୟ

Financier
ଅର୍ଥଯୋଗାଣକାରୀ ବ୍ୟକ୍ତି ବା ସଂସ୍ଥା

Findings
ପ୍ରାପ୍ତ ବସ୍ତୁ, ସିଦ୍ଧାନ୍ତ

Fine
ଜୋରିମାନା, ଦଣ୍ଡ, ଜୋରିମାନା କରିବା

Fine arts
ଲଳିତ କଳା, ଚାରୁକଳା

Finger print
ଟିପଚିହ୍ନ, ଆଙ୍ଗୁଳି ଛାପ

Finished goods
ତିଆରି ଦ୍ରବ୍ୟ

Fire
ନିଆଁ ଅଗ୍ନି, ପୋଡି, ନିଆଁ ଲଗାଇବା, ଗୁଳି କରିବା


logo