logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Blank cheque
ଫାଙ୍କା ଚେକ୍, ନିରଙ୍କ ଚେକ୍

Blanket deal
ବ୍ୟାପକ ସଉଦା

Blanket order
ବ୍ୟାପକ ଆଦେଶ

Blast
ବିସ୍ପୋଟନ କରିବା, ବିସ୍ପୋଟନ

Blending
ସମ୍ମଶ୍ରଣ

Block
ସଂବର୍ଗ, ଗୃହ ସମଷ୍ଟି, ଛାଞ୍ଚ, ବ୍ଲକ୍, ବାଧା, କାଠଗଡ଼ା, ବାଧା ଦେବା

Blockade
ଅବରୋଧ

Blocked capital
ଅବରୁଦ୍ଧ ପୁଂଜୀ

Block letter
ବଡ଼ ଅକ୍ଷର, ସୁସ୍ପଷ୍ଟ ଅକ୍ଷର

Blood donation
ରକ୍ତଦାନ


logo