logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Succession
ଉତ୍ତରାଧିକାର, ପର୍ଯ୍ୟାୟ

Successive
ଆନୁକ୍ରମିକ

Successor
ଉତ୍ତରାଧିକାରୀ

Succour
ସଙ୍କଟକାଳୀନ ସାହାଯ୍ୟ

Sue
ନାଲିସ୍ କରିବା, ମକଦ୍ଦମା କରିବା, ପ୍ରଣୟ ଭିକ୍ଷା କରିବା

Suffer
ସହିବା, ଭୋଗିବା, କ୍ଷତିଗ୍ରସ୍ତ ହେବା

Suffering
ଦଃଖଭୋଗ, ବେଦନା, ବେଦନାର୍ତ୍ତ, ଯନ୍ତ୍ରଣାର୍ତ୍ତ, ଦୁଃଖପ୍ରାପ୍ତ

Sufficient
ପର୍ଯ୍ୟାପ୍ତ, ଯଥେଷ୍ଟ

Suffix
ପାଶ୍ଚାତ୍ ଯୋଗ, ପ୍ରତ୍ୟୟ, ପଚ୍ଛେ ଯୋଡିବା

Suffrage
ମତାଧିକାର, କ୍ଷୁଦ୍ର ଯାଚିକା


logo