logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Birth control
ଜନ୍ମ ନିୟନ୍ତ୍ରଣ

Birth date
ଜନ୍ମଦିନ

Birth place
ଜନ୍ମସ୍ଥାନ

Birth rate
ଜନ୍ମ ହାର

Biweekly
ଦ୍ୱିସାପ୍ତାହିକ, ଅର୍ଦ୍ଧ ସାପ୍ତାହିକ, ପାକ୍ଷିକ

Black economy
କଳା ଅର୍ଥ ବ୍ୟବସ୍ଥା

Black list
ଦୋଷୀ ତାଲିକା

Blackmail
ଧମକାଇ ଆଦାୟ କରିବା

Black market
କଳା ବଜାର, ଚୋରା ବଜାର

Blame
ନିନ୍ଦା କରିବା, ନିନ୍ଦା


logo