logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Substantive pay
ମୂଳପଦ ବେତନ

Substantive post
ମୂଳପଦ

Substitute
ପ୍ରତିସ୍ଥାନିକ, ବଦଳ, ପ୍ରତିକଳ୍ପ

Substitution
ପ୍ରତିସ୍ଥାପନ, ବିକଳ୍ପ

Sub sub-paragraph
ଉପଉପ-ପାରା

Suburban
ଉପନଗରୀୟ

Subvention
କରକାରୀ ସହାୟତା, ଆର୍ଥିକ ସହାୟତା

Subversion
ବିଧ୍ୱଂସ, ଧ୍ୱଂସ

Subway
ସୁଡଙ୍ଗ ମାର୍ଗ, ଗୁପ୍ତପଥ

Succeeding
ଉତ୍ତରବର୍ତ୍ତୀ, ଉତ୍ତରାଧିକାର ପ୍ରାପ୍ତ


logo