logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Bicameral
ଦ୍ୱିର୍ଧାକ୍ଷ, ଦ୍ୱିପ୍ରକୋଷ୍ଠୀୟ

Bill
ବିଧେୟକ, ହୁଣ୍ତି, ପତ୍ର, ପ୍ରଚାର ଫର୍ଦ୍ଦ, ବିଲ୍, ଚଞ୍ଚୁ, ମୂଲ୍ୟପତ୍ର, ବିଲ୍ ତିଆରି କରିବା, ବିଲ୍ କରିବା

Bill of exchange
ବିନିମୟ ପତ୍ର, ହୁଣ୍ତି

Bimonthly report
ଦ୍ୱିମାସିକ ବିବରଣ

Binding
ବନ୍ଧେଇ, ଅବଶ୍ୟ-ପାଳନୀୟ, ବନ୍ଧାହୋଇଥିବା, ବନ୍ଧେଅ

Biodata
ଜୀବନୀ-ତଥ୍ୟ, ଜୀବନୀ-ବୃତ୍ତ

Bipartite
ଦ୍ୱୀପାକ୍ଷିକ

Bipartite agreement
ଦ୍ୱୀପାକ୍ଷିକ ରାଜିନାମା

Birth anniversary
ଜନ୍ମଦିବସ

Birth certificate
ଜନ୍ମ ପ୍ରମାଣପତ୍ର


logo