logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Subsidised
ଆର୍ଥିକ ସାହାଯ୍ୟ ପ୍ରାପ୍ତ

Subsidized accommodation
ଆର୍ଥିକ ସାହାଯ୍ୟ ପ୍ରାପ୍ତ ଆବସ

Subsidy
ଆର୍ଥିକ ସାହାଯ୍ୟ, ସହାୟିକୀ

Subsistence
ଜୀବନ ନିର୍ବାହ, ସତ୍ତା

Subsistence allowance
ଜୀବନ ନିର୍ବାହ ଭର୍ତ୍ତା

Subsistence grant
ନିର୍ବାହ ଅନୁଦାନ

Substandard
ନିକୃଷ୍ଟ, ନ୍ୟନ

Substantial
ବାସ୍ତବ, ପ୍ରକୃତ, ପର୍ଯ୍ୟାପ୍ତ, ପ୍ରଚୁର, ନିଦା, ସାରବାନ୍

Substantiate
ପ୍ରତିପାଦନ କରିବା, ପ୍ରତିପନନ କିରିବା, ପ୍ରତିପନ୍ନ କରିବା

Substantive
ଅଧିଷ୍ଟାୟୀ, ମୌଳିକ, ମୂଳ


logo