logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Subsequent
ପରବର୍ତ୍ତୀ, ଅନୁବର୍ତ୍ତୀ

Subsequent action
ଉତ୍ତରବର୍ତ୍ତୀ କାର୍ଯ୍ୟ

Subsequently
ପରବର୍ତ୍ତୀ କାଳରେ, ତତ୍ପଶ୍ଚାତ୍, ଉତ୍ତର କାଳରେ

Subsidiary
ଗୌଣ, ସହାୟକ, ସଂପୂରକ

Subsidiary bodies
ସହାୟକ, ସଂସ୍ଥାଗୁଡ଼ିକ

Subsidiary industry
ସହାୟକ ଶିଳ୍ପ

Subsidiary mandate
ସହାୟକ ଅଧିବେଶ

Subsidiary receipt
ଗୌଣ ରସିଦ, ଗୌଣପ୍ରାପ୍ତି

Subsidiary register
ଗୌଣ ରେଜିଷ୍ଟର

Subsidise
ଆର୍ଥିକ ସାହାଯ୍ୟ ଦେବା


logo