logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Subordinate office
ଅଧସ୍ତନ, ଅଧୀନସ୍ଥ, ଅଧୀନ

Subordinate services
ଅଧସ୍ତନ ସେବା, ଅଧୀନସ୍ଥ ସେବା

Subordinate staff
ଅଧସ୍ତନ କର୍ମଚାରୀ ବର୍ଗ

Subparagraph
ଉପ-ଅନୁଚ୍ଛେଦ, ଉପ-ପାରା

Subrule
ଉପ-ନିୟମ

Subscribe
ପ୍ରତିସ୍ଥାପନ କରିବା

Subscribed capital
ଅଭିଦତ୍ତ ପୁଂଜି

Subscriber
ଚାନ୍ଦାଦାତା, ଗ୍ରାହକ, ସ୍ୱାକ୍ଷରକାରୀ

Subscription
ଚାନ୍ଦା, ସ୍ୱାକ୍ଷରକରଣ, ଗ୍ରାହକ ଦେୟ (ପ୍ରତ୍ରପତ୍ରିକାର)

Subsection
ଉପଧାରୀ, ଉପଭାଗ


logo