logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Basic training
ମୌଳିକ ତାଲିମପ୍ରାପ୍ତ ଶିକ୍ଷକ

Basis
ମୂଳ, ଭିତ୍ତି, ଆଧାର

Batch
ଦଳ ଦଫା, ବର୍ଗୀକରଣ କରିବା

Batch number
ଜନ ସଂଖ୍ୟା, ଦଳ ନମ୍ବର

Bearer cheque
ବାହକ ଚେକ୍

Before cited
ପୂର୍ବକଥିତ, ପୂର୍ବ ଉଦବୃତ୍ତ

Behaviour
ଆଚର, ଚାଲିଚଳନ, ବ୍ୟବହାର

Belief
ବିଶ୍ୱାସ, ଧାରଣା

Below par
ଅଳ୍ପ ମୂଲ୍ୟରେ

Bench
ନ୍ୟାୟଧୀଶ ଓ ଓକିଲ ମଣ୍ତଳୀ


logo