logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Sub-district
ଉପ-ଜିଲ୍ଲା

Sub-division
ଉପପ୍ରଭାଗ, ଉପଖଣ୍ଡ

Sub-head
ଉପଶୀର୍ଷ

Subject
ବିଷୟ, ପ୍ରଜା, କର୍ତ୍ତୃପକ୍ଷ, ଅଧୀନସ୍ଥ କରିବା, ଅଧୀନ, ପରାଧିନ

Subjective
ଆତ୍ମନିଷ୍ଠ, କର୍ତ୍ତୃପଦୀୟ

Subjudice
ବିଚାରାଧୀନ, ନିର୍ଣ୍ଣୟାଧୀନ

Sublease
ସିକିମୀ ପଟ୍ଟା, ସିକିମୀ ପଟ୍ଟା ଦେବା

Subletting
ଭଡାରେ ନେଇ ଅନ୍ୟକୁ ଭଡାଦେବା

Submission
ନିବେଦନ, ଉପସ୍ଥାପନ, ବଶ୍ୟତାସ୍ୱୀକାର

Submissive
ବଶବର୍ତ୍ତୀ, ବଶ୍ୟ, ବିନୀତ


logo