logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Stubborn
ଜିଦ୍ଖୋର, ଜିଦ୍ ଖୋର, ଜିଦଖୋର, ଏକଜିଦିଆ

Studios
ଷ୍ଟୁଡିଓ

Study
ଅଧ୍ୟୟନ, ପଢ଼ା, ଅଧ୍ୟୟନ କକ୍ଷ, ପଢ଼ିବା, ଅଧ୍ୟୟନ କରିବା

Study leave
ପଢ଼ାଛୁଟି, ଅଧ୍ୟୟନାର୍ଥ ଛୁଟି

Stuff
ଉପାଦନ, ରଦ୍ଦି ମାଲ୍, ସାମ୍ରଗୀ, ଠେସି ପୂରାଇବା, ଚୁଣ୍ଟିବା, ଠେଲିବା

Stupendous
ଅତି ବିଶାଳ, ବିସ୍ମୟକାରୀ

Style
ଶୈଳୀ, ଢଙ୍ଗ, ବାଗ, କାର୍ଯ୍ୟଶୈଳୀ

Sub (subordinate)
ଉପ

Sub-committee
ଉପକମିଟି, ଉପସମିତି

Sub-contract
ଉପ-ଠିକା


logo