logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Stringency
ଅକାଟ୍ୟତା, ଅଭାବଗ୍ରସ୍ତତା

Strip
କାଢ଼ିନେବା, ଅନାବୃତ୍ତହେବା, ପଟି

Strive
ପ୍ରୟାସ କରିବା, ସଂଘର୍ଷ କରିବା

Storage capacity
ମହଜୁଦ୍ ସକ୍ଷମ, ଭଣ୍ଡାରଣ ସକ୍ଷମ

Strong room
କୋଷ କକ୍ଷ, ନିରାପଦ କକ୍ଷ

Structural
ଗଠନ ସମ୍ବନ୍ଧୀୟ, ସଂରଚନାତ୍ମକ

Structure
ଚଢ଼ଣ, ଗଠନ, ସଂରଚନା, ସଂସ୍ଥାପନ, ଢ଼ାଞ୍ଚା

Structured interview
ସଠରଚିତ ସାକ୍ଷାତକାର

Structured pay
ସଂରଚିତ ଦରମା

Struggle
ସଂଗ୍ରାମ, ସଂଗ୍ରାମ କରିବା, ଯୁଝିବା


logo