logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

stifflinf prosecution
ଆଇନଗତ କାର୍ଯ୍ୟାନୁଷ୍ଠାନରେ ବାଧା ପ୍ରଦାନ

stipulated price
ଅନୁବର୍ଦ୍ଧିତ ବା ନିର୍ଦ୍ଧାରିତ ମୂଲ୍ୟ

stipulation
ଅନୁବନ୍ଧ, ନିର୍ଦ୍ଧାରଣ

stock
ଷ୍ଟକ୍‌, ସମ୍ଭାର, ମହଜୁଦ୍‌ ମାଲ

stock broker
ଷ୍ଟକ୍‌ ଦଲାଲ (ମାଲିକାନା ନଥାଇ)

stock certificate
ସମ୍ଭାର ପ୍ରମାଣପତ୍ର

stock dividend
ଷ୍ଟକ୍‌ ଲଭାଂଶ

stock exchange
ଅଂଶ ବଜାର, ପ୍ରତିଭୂତି ବଜାର

stock holder
ଷ୍ଟକ୍‌ଧାରୀ

stock in trade
ବ୍ୟାପାରିକ ଭଣ୍ଡାର/ସାମଗ୍ରୀ


logo