logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Strengthen
ଜୋରଦାର କରିବା, ସାମର୍ଥ କରିବା

Strenuous
ଶ୍ରମସାଧ୍ୟ, କଷ୍ଟସାପେକ୍ଷ

Stress
ଚାପ, ସ୍ୱରାଘାତ, ଗୁରୁତ୍ୱ

Stress management
ଚାପ ପରିଚାଳନା

Strict
କଡ଼ା, ନିୟମାବଦ୍ଧ, କଠୋର

Strictly
କଠୋରତାପୁର୍ବକ ସର୍ବଥା

Strictness
କଠୋରତା

Stricture
ଚାରିତ୍ରିକ ଆକ୍ଷେପ, କଟୁ, ଆଲୋଚନା, ଉର୍ତ୍ସନାମୂଳକ ମନ୍ତବ୍ୟ

Strike
ବାଡ଼େଇବା, ପ୍ରହାର କରିବା, ଛୁଇଁବା, ଧର୍ମଘଟ, ପ୍ରହାର

Strike call
ଧର୍ମଘଟ ଡାକରା


logo