logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

office of profit
ଲାଭଦାୟୀ ପଦ

office on cost
କାର୍ଯ୍ୟାଳୟ ଉପରିବ୍ୟୟ; କାର୍ଯ୍ୟାଳୟ ଅଧିବ୍ୟୟ

office premises
କାର୍ଯ୍ୟାଳୟ ପରିସର

office procedure
କାର୍ଯ୍ୟାଳୟ ପ୍ରଣାଳୀ

officer
କାର୍ଯ୍ୟାଧିକାରୀ

official receiver
ସରକାରୀ ଅଧିକାର ପ୍ରାପ୍ତ ବ୍ୟକ୍ତି

omnibus clause
ସର୍ବ ସଂରକ୍ଷୀ ଧାରା

omnibus credit
ସାର୍ବଜନିକ ଉଧାର

omnibus risk
ସର୍ବସଂରକ୍ଷୀ ଆପଦ

on order
ଆଦେଶାନୁସାରେ, ବରାଦ ଅନୁସାରେ


logo