logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Store
ଗଚ୍ଛିତ କରିବା, ଷ୍ଟୋର, ଭଣ୍ଡାର, ଗଚ୍ଛିତ ଦ୍ରବ୍ୟ, (କମ୍ପ୍ୟୁଟର) ତତ୍ୟ ସଂରକ୍ଷଣ

Straight
ସିଧା, ସରଳ, ସିଧାଭାବରେ

Strain
ଅତି ଖଟିବା, ଆୟାସ କରିବା, ଜୋରରରେ ଟାଣିବା, ଛାଣିବା, ଜାତିଧାରା, ଟଣାଭିଡ଼ା, ସ୍ୱର, ଅତି ଖଟଣି

Strange
ଅପରିଚିତ, ଅଭୁତ, ଆଶ୍ଚର୍ଯ୍ୟଜନକ

Stranger
ଅଜଣା ବ୍ୟକ୍ତି, ଅଚିହ୍ନା ଲୋକ, ପରଦେଶୀ ଲୋକ, ଅନଭିଜ୍ଞ ବ୍ୟକ୍ତି

Strata
ବିଭିନ୍ନ ସ୍ତର

Strategy
ଯୁଦ୍ଧ କୌଶଳ, ଚାଲ୍, କାର୍ଯ୍ୟପନ୍ଥା

Stratification
ସ୍ତରବିନ୍ୟାସ

Streamline
ପ୍ରବାହ ରେଖା, ବ୍ୟବସ୍ଥିତ ଧାରା, ସୁପ୍ରବାହୀ କରିବା, ବ୍ୟବସ୍ଥିତ କରିବା

Strength
ତାକତ, ଜୋର, ସଂଖ୍ୟା, ସାମର୍ଥ୍ୟ, ଶକ୍ତି, ଶକ୍ତିମତ୍ତା


logo