logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Stipulate
ନିର୍ଦ୍ଧାରଣ କରିବା, ଅନୁବନ୍ଧନ କରିବା,

Stipulated time limit
ନିର୍ଦ୍ଧାରିତ ସମୟ ସୀମା

Stipulation
ଅନୁବନ୍ଧ , ନିର୍ଦ୍ଧାରଣ

Stock
ମହକୁଦ୍ ରଖିବା, ଜମା ରଖିବା, ଗଚ୍ଛିତ ରଖିବା, ଗଣ୍ଡି, ମାଲ, ପୁଞ୍ଜିପତ୍ର, ବଂଶ, ଭମ୍ଡାର, ଷ୍ଟକ୍

Stock register
ସମାନ୍ ବିବରଣୀ, ମାଲ ବିବରଣୀ

Stock-taking
ଷ୍ଟକ ଅଥବା ମାଲର ଜାଠଚ

Stock valuation
ମାଲର ମୂଲ୍ୟାଙ୍କନ

Stopgap arrangement
କାମଚଳା ବ୍ୟବସ୍ଥା

Storage
ମହଜୁଦ୍, ଭଣ୍ଡାରଣ, ଭଣ୍ଡାରବଡ଼ା

Storage space
ମାଲରଖା ସ୍ଥାନ


logo