logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Attendance slip
ହାଜିର ଚିରକୁଟି, ଉପସ୍ଥିତ ଚିରକୁଟି

Attention
ମନୋଯୋଗ, ଯତ୍ନବାନ୍

Attestation
ଅନୁପ୍ରମାଣନ, ପ୍ରାମାଣିକ ସ୍ୱାକ୍ଷର

Attested copy
ସହିମୋହର ନକଲ, ଅନୁପ୍ରମାଣିତ ନକଲ

Attitude
ଭାବ, ମନୋବୃତ୍ତି, ଦୃଷ୍ଟିଭଙ୍ଗୀ

Attractive salary
ଆକର୍ଷଣୀୟ ବେତନ

Auction
ନିଲାମ, ଡାକରା-ବିକ୍ରୀ

Auctioneer
ନିଲାମକାରୀ, ନିଲାମକର୍ତ୍ତା

Auction sale
ନିଲାମ ଖରିଦଦାର

Audience
ଶ୍ରୋତାଗଣ, ଦର୍ଶକଗଣ, ଦର୍ଶନ


logo