logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Standard rate
ମାନକ ଦର

Standby arrangement
ଆପାତ ବ୍ୟବସ୍ଥା, ଜରୁରୀ ବ୍ୟବସ୍ଥା

Standing
ସ୍ଥିତି, ପ୍ରତିଷ୍ଠା, ସ୍ଥାୟୀ, ଠିଆ

Standing commission
ସ୍ଥାୟୀ ଆୟୋଗ

Standing committee
ସ୍ଥାୟୀ କମିଟି

Standing order
ସ୍ଥାୟୀ ଆଦେଶ

Standstill
ପୂର୍ଣ୍ଣ ବିରତି, ଅଚଳ, ସ୍ଥିର

Starred
ତାରାଙ୍କିତ, ତାରକିତ

Starred question
ତାରାଙ୍କିତ ପ୍ରଶ୍ନ

Starter
ଚାଲୁକାରୀ ଯନ୍ତ୍ରାଂଶ, ଆରମ୍ଭକ


logo