logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Stamp paper
ଷ୍ଟାମ୍ପ କାଗଜ

Stand
ଠିଆହେବା, ଅଚଳ କରିବା, ସ୍ଥିତି, ଷ୍ଟାଣ୍ଡ, ଗତି ବିରତି, ରୁଖା, ଅଚଳ ଅବସ୍ଥା, ଦୃଷ୍ଟିଭଙ୍ଗୀ, ଆଭିମୁଖ୍ୟ

Standard
ମାନକ

Standard agreement
ମାନକ ଚୁକ୍ତି, ମାନକ ରାଜିନାମା

Standard deduction
ମାନକ କାଟ

Standard format
ମାନକ ସଂରୁପ

Standardization
ମାନକୀକରଣ

Standard man-hours
ମାନକ ଶ୍ରମ ଘଟିବା

Standard of living
ଜୀବନ୍ତ ସ୍ତର, ଜୀବିକା ନିର୍ବହନ ସ୍ତର

Standard performance
ମାନକ ନିଷ୍ପାଦନ


logo